ଶହେବର୍ଷ କ୍ରୀଡ଼ା ଇତିହାସର ସାକ୍ଷୀ “ୟଙ୍ଗ ଉତ୍କଳ କ୍ଲବ” : ଫୁଟ୍‌ବଲ୍‌ ପଡ଼ିଆରୁ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ

କଟକ: କାଠଯୋଡି ନଦୀକୂଳ, ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଗଢି ଉଠିଛି ରାଜ୍ୟର ପ୍ରଥମ ନିଜସ୍ୱ ୟଙ୍ଗ୍ ଉତ୍କଳ ସ୍ପୋର୍ଟସ୍ କମ୍ପଲେକ୍ସ। ଫୁଟ୍‌ବଲ ପଡିଆରୁ ଏବେ ଏହା ଏକ ସ୍ୱତନ୍ତ୍ର ସ୍ପୋର୍ଟସ କମ୍ପଲେକ୍ସ ହୋଇପାରିଛି। ଏଠାରେ ଫୁଟବଲ, ବ୍ୟାଡମିଣ୍ଟନ, ଭଲିବଲ, ଦୌଡକୁଦ ଓ କବାଡି ଖେଳିବାର ବ୍ୟବସ୍ଥା ରହିଛି। ପଡିଆରେ ଚାଲିବା ପାଇଁ ରହିଛି ସ୍ୱତନ୍ତ୍ର ଜଗିଂ ଟ୍ରାକ୍। ତିନି ଏକର ୧୦ ଡିସିମିଲର ଏହି ପଡିଆ‌ ଏକ ସାଧାରଣ … Continue reading ଶହେବର୍ଷ କ୍ରୀଡ଼ା ଇତିହାସର ସାକ୍ଷୀ “ୟଙ୍ଗ ଉତ୍କଳ କ୍ଲବ” : ଫୁଟ୍‌ବଲ୍‌ ପଡ଼ିଆରୁ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ